Farmers Database
Swachh Bharat Abhiyan
Research Linking Extension
- 14/06/2018 ଖରିଫ ଫସଲ ପୂର୍ବରୁ ଜମିରୁ ନମୁନା ମାଟି ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ର, Deogarh ଠାରେ ଥିବା ମୃତିକା ପରୀକ୍ଷା ପ୍ରୟୋଗଶାଳା ରେ ମାଟି ଓ ସାରା ପ୍ରୟୋଗ କରି ଅଧିକ ଲାଭବାନ ହୁଅନ୍ତୁ I
- 14/06/2018 ଲଙ୍କା ଫସଲରେ ପତ୍ର ମୋଚା ପରିଚାଳନା ପାଈଁ ୨୫ଗ୍ରାମ DIAFENTHURIUM ୧୫ଲିଟର ପାଣିରେ ଓ ୧୫ ଦିନ ପରେ ୧୦ଗ୍ରାମ ACETAMIPRAD ୧୫ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ
- 14/06/2018 ରାଶି ଫସଲ ରେ ଫଳବିନ୍ଧା କୀଟର ନିୟଂତ୍ରଣ ପାଈଁ ଏକର ପ୍ରତି spinosad ୬୦ମିଲି କିମ୍ବା propenophos ୪୦୦ମିଲି ସିଞ୍ଚନ କରନ୍ତୁ I ଅମଳ ବୃଦ୍ଧି ପାଈଁ ପାଣିରେ ଦ୍ରଵିଭୂତ ସାର NPK (୧୯:୧୯:୧୯) ପ୍ରତି ଲିଟର ପାଣିରେ ୧୦ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ.
- 14/06/2018 ୩୦% ପୃଷ୍ଟିସାର ଥିବା ଖାଦ୍ୟ ମାଛ ଚାଷ ପାଈଁ ଉପଯୁକ୍ତ. ବାଦାମ, ସୂର୍ଯ୍ୟମୁଖୀ, ରାଶି ଓ ସୋରିଷ ପିଡିଆ ସହିତ କଣ୍ଡିଆକୁଣ୍ଡ ଆଦି ମାଛ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ. ଖାଦ୍ୟର ମାନ ବୃଦ୍ଧି ପାଈଁ ୧% ଖଣିଜ ଲବଣ ଓ ଭିଟାମିନ ମିଶ୍ରଣ ମିଶାଯାଇପାରେ.
Mobile Advisory